ସମ୍ପର୍କ
ସମ୍ପର୍କ ଆତ୍ମଘାତୀ ଛେଦ୍ଦ ହେଲେ ଥରେ ଯୋଡେ ନାହିଁ ଆଉ ଏଇ ଜୀବନରେ ମିଛେ ମିଛେ ଅଧିକାର ଟିଏ ଦେଇ ଉଚିତ୍ ସମୟରେ ନେଲେ ତାକୁ ଛଡେଇ ପୁଣି ଅଣଦେଖା କଲେ ଥରେ ଯୋଡେ ନାହିଁ ସେ ଆଉ ଏଇ ଜୀବନରେ କାଚ ଆଇନା ଟେ ପରି ସଦୃଶ ଯେ ତାର ସେ ନୁହେଁ ଆଉ କେହି, ଅଟେ "ସମ୍ପର୍କ" ଯେ ନାମଟି ତାହାର ।। ସମ୍ପର୍କ ଟା ଯଦି ବହିଟି ଏ ହୁଏ "ଭୁଲ୍" ଯେ ତାହାର ଏକ ପୃଷ୍ଠା ତେଣୁ ସେ ପୃଷ୍ଠା କୁ ଚିରି ଦେବା ଭଲ ବହି ଟିକୁ ଜୀବନ ରୁ ନ ହଟା।। ସୁନ୍ଦରତା ପଛେ ନଥାଉ ସମ୍ପର୍କେ ...