ପ୍ରଥମ ଦେଖାରେ …..
ପ୍ରଥମ ଦେଖାରେ ….. ============== ପ୍ରଥମ ଦେଖାରେ କାହିଁକି କେଜାଣି ଲାଗିଲ ଅତି ନିଜର ଲାଗିଲା ଯେମିତି ସମ୍ପର୍କ ଆମର ପୂର୍ବ ଜନ୍ମ ଜନ୍ମାନ୍ତର ର …….||( 1) ମୃଗ ନୟନୀ ସେ ଆଖିର ଚାହାଣୀ ନାଲି ଓଧର ର ସେ ନୀରବତା କାନେ କାନେ ମୋର କହୁଥିଲା ସତେ ତୁମେ ମୋ ଚିରଦିନର ନାୟିକା ||(2) ହୃଦୟର ସ୍ପନ୍ଦନ କିଛି କ୍ଷଣ ପାଇଁ ମୋର ହୋଇଯାଇଥିଲେ ସତେ ସ୍ତବ୍ଧ ପ୍ରଶ୍ନ ପରେ ପ୍ରଶ୍ନ ଉଙ୍କିମାରୁଥିଲା ମନେ ମୁଁ ହୋଇପାରିଵିତ ଆପଣାର ||(3) ସ୍ମିତ ହାସ୍ୟ ଦେଇ କରିଲ ନିଜର କେମିତି ପାରିବି ତୁମୋକୁ ଭୁଲି ମୋ ହୃଦୟର ସେଇ ନିବୁଜ କୋଠରୀ କୁ ତୁମୋ ଆଗମନେ ଦେଲି ଖୋଲି ||(4) କେତେ ଝଡଝଞ୍ଜା ବାଧା ବିଘ୍ନ ପରେ ସାଜିଲୁ ଆମେ ଦୁଇ ପ୍ରେମ ପଖୀ କଥା ଦେଲି “ଆନି “ କରିବିନି କେବେ ଜୀବନେ ମୁଁ ତୁମୋକୁ ଦୁଖୀ ||(5) ଦେବେନ୍ଦ୍ର ଧିନ୍ଦା Read More https://poemfromdebheart.blogspot.com/2019/08/tumobina-priya.html